9 ମାସର ଗର୍ଭବତୀ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ମଦ୍ୟପ ସ୍ବାମୀ - ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କଲା ମଦ୍ୟପ ସ୍ବାମୀ

🎬 Watch Now: Feature Video

thumbnail

By

Published : Aug 6, 2020, 2:07 PM IST

ବଲାଙ୍ଗୀର: ଜିଲ୍ଲାରେ ଆଜି(ବୁଧବାର) ଜଣେ ମଦ୍ୟପ ସ୍ଵାମୀ 9 ମାସର ଗର୍ଭବତୀ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାଟି ବଲାଙ୍ଗୀର ରାଧାରାଣୀ ପଦରେ ଘଟିଛି । ଏଠି ରହୁଥିବା ମୋତିଲାଲ ବାରିକ ପ୍ରତିଦିନ ସ୍ତ୍ରୀ ଆନଦନିନି ବାରିକକୁ ମଦ ପିଇ ଗାଳି ଗୁଲଜ୍ କରି ଆସୁଥିଲା । ବୁଧବାର ମଧ୍ୟ ତାକୁ ଗାଳିଗୁଲଜ୍ କରିବା ସହ ଖୁବ ମାଡ ମାରି ଘର ଭିତରେ ତଣ୍ଟି ଚିପି ହତ୍ୟା କରିଥିଲା ବୋଲି ଅଭିଯୋଗ ହୋଇଛି । ସେପଟେ ବଲାଙ୍ଗୀର ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମଦ୍ୟପ ସ୍ଵାମୀକୁ ଅଟକ ରଖି ଅଧିକ ପଚରା ଉଚରା ଜାରି ରଖିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.