ଶିଖ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣା: ତିନି ଅଭିଯୁକ୍ତ ଗିରଫ - ଭୁବନେଶ୍ବର ଖବର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5724558-423-5724558-1579109722124.jpg)
ମଙ୍ଗଳବାର ଶିଖ ବ୍ୟବସାୟୀ ପରବିନ୍ଦର ପାଲଙ୍କୁ ଆକ୍ରମଣ ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । 3 ଦିନରେ ଚାର୍ଜସିଟ୍ ଫାଇଲ କରିବାକୁ ପୋଲିସ କମିସନରଙ୍କ ନିର୍ଦ୍ଦେଶ । ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡିସିପି ଅନୁପ ସାହୁ...