ଓଡିଶାର ଇତିହାସକୁ ଆଉ ଥରେ ଲୋକଙ୍କ ସାମ୍ନାକୁ ଆଣିବୁ: ଚନ୍ଦନ କର - film kalapahada
🎬 Watch Now: Feature Video

ଭୁବନେଶ୍ବର: ରୋମାନ୍ସ କି ଆକ୍ସନ ନୁହେଁ, ଐତିହାସିକ ତଥା ପୌରାଣିକ ଚରିତ୍ରରେ ଏଥର ନଜର ଆସିବେ ଅଭିନେତା ଚନ୍ଦନ କର। ଏକାଥରକେ ଦୁଇଟି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ଚନ୍ଦନ କରଙ୍କୁ। ଗୋଟେ ପଟେ ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ନେଇ 'ମହର୍ଷି' ନିର୍ମିତ ହୋଇଥିବାବେଳେ ଆଉ ଏକ ଚଳଚ୍ଚିତ୍ର 'କଳାପାହାଡ଼' ମାଧ୍ୟମରେ ଅଜଣା କାହାଣୀକୁ ବର୍ଣ୍ଣିତ କରିବେ। ଓଡିଆ ମୌଳିକ କାହାଣୀର ପରିଚାୟକ ଚଳଚ୍ଚିତ୍ର ମହର୍ଷି ଓ କଳାପାହାଡ଼ର ଅଭିନେତା ଚନ୍ଦନ କରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ଭୁବନେଶ୍ବର ପ୍ରତିନିଧି ଦେବସ୍ମିତା ରାଉତ ।
Last Updated : Feb 3, 2023, 8:17 PM IST