thumbnail

By

Published : Aug 31, 2019, 7:30 PM IST

ETV Bharat / Videos

ଧାନ କ୍ଷେତରୁ ଜେଏନୟୁ ଯାତ୍ରା, ଜିତେନ୍ଦ୍ର ସୁନାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ଦେଶର ସୁନାମ ଧନ୍ୟ ବିଶ୍ବ ବିଦ୍ୟାଳୟ ଜବାହାରଲାଲ ନେହେରୁ ବିଶ୍ବ ବିଦ୍ୟାଳୟରେ ଆସନ୍ତା 6 ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ଓଡିଆ ପୁଅ ଜିତେନ୍ଦ୍ର ସୁନା । ଦେଖନ୍ତୁ ତାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର...

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.