ପୁରୀରେ କିପରି ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଦେଖନ୍ତୁ ଭିଡିଓ - ପୁରୀ ରଥ

🎬 Watch Now: Feature Video

thumbnail

By

Published : May 19, 2020, 1:55 PM IST

ପୁରୀ: ଆସୁଛି ବାତ୍ୟା ଅମ୍ଫାନ । ଏନେଇ ପୁରୀ ସହରରେ ପ୍ରବଳ ବର୍ଷା ଓ ପବନ ହେବାର ଆଶଙ୍କା ରହିଛି । ଯାହାକୁ ନେଇ ଦୁଇ ଦିନ ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା । ତେବେ ପୁରୀରେ ସ୍ଥିତି ସ୍ବାଭାବିକ ଥିବାରୁ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କରା ନ ଯାଇ କାର୍ଯ୍ୟ ଚାଲୁ ରହିଛି । ଚକ, କୋଣ ଗୁଜ କାମ ସମେତ ଅଖ କାର୍ଯ୍ୟ କରୁଛନ୍ତି ସେବକମାନେ। ତେବେ କେମିତି ଚାଲିଚି ରଥ ଖଳାରେ କାର୍ଯ୍ୟ ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ଇଟିଭି ଭାରତ ସାମ୍ବାଦିକ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.