ନିଆରା ପରମ୍ପରା , ଯେଉଁଠି ଦୁର୍ବିପାକକୁ ରୋକିବାକୁ କରାଯାଉଛି 'ମଣ୍ଡା'ପୂଜା

🎬 Watch Now: Feature Video

thumbnail
କେନ୍ଦ୍ରାପଡା: ଚାଲିଛି ଆଣ ଜନ୍ତା। ପୁର ତିଆରି ହେବ ଆଉ ମଣ୍ଡା ପିଠାକୁ ମା ଚଣ୍ଡୀଙ୍କ ନିକଟରେ ଭୋଗ ଲାଗିବ। ଏଭଳି ଏକ ପରମ୍ପରା ଓ ମା'ଙ୍କ ପ୍ରତି ମନରେ ପ୍ରଗାଢ଼ ବିଶ୍ୱାସ ନେଇ ପିଠା ତିଆରିରେ ଲାଗିପଡିଛନ୍ତି ଶହଶହ ମହିଳା । ଏହି ଦୃଶ୍ୟଟି ହେଉଛି କେନ୍ଦ୍ରାପଡ଼ା ଇନ୍ଦୁପୁରର ଆରାଧ୍ୟା ଦେବୀ ମା' ଚଣ୍ଡୀଙ୍କ ପୀଠର । ବୈଶାଖ ମାସ ସଂକ୍ରାନ୍ତି ଠାରୁ ଜ୍ୟେଷ୍ଠ ମାସ ସଂକ୍ରାନ୍ତି ମଧ୍ୟରେ ପଡୁଥିବା ଗୁରୁବାରରେ ଏହି ବ୍ରତ ପାଳନ କରାଯାଏ । ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା'ଚଣ୍ଡୀଙ୍କ ନିକଟରେ ଲୋକେ ମାନସିକ ରଖି ଏହି ଓଷାକୁ ପାଳନ କରିଥାନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.