thumbnail

By

Published : Dec 1, 2021, 8:16 AM IST

ETV Bharat / Videos

Sand Art: ବାଲୁକାକଳାରେ ଏଡ୍ସ ସଚେତନତା ବାର୍ତ୍ତା ଦେଲେ ସୁଦର୍ଶନ

ପୁରୀ: ଆଜି ବିଶ୍ବ ଏଡସ ଦିବସ (World AIDS Day)। ବାଲୁକାକଳାରେ (sand art) ଏଡସ ଦିବସ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ (sand artist sudarsan pattnaik) । ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ସୁଦର୍ଶନ ଅତି ସୁନ୍ଦର ଭାବେ ବାଲୁକା ଚିତ୍ର କରି ରେଡ଼ ରିବନ୍କୁ ସ୍ଥାନ ଦେଇ ଥିବାବେଳେ ଏଡସ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.