thumbnail

ଶୁଣ୍ଢରେ ଟ୍ବିବେଲ ମାରି ପାଣି ପିଉଛି ହାତୀ

By

Published : Jun 8, 2021, 4:34 PM IST

ମୁମ୍ବାଇ: ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟକୁ । କିପରି ହାତୀଟି ତାର ଶୁଣ୍ଢରେ ଟ୍ବିବେଲକୁ ମାରି ପାଣି ପିଉଛି । କାହା ଉପରେ ନିର୍ଭର ନକରି ନିଜେ ନିଜେ ତାର ତୃଷା ମେଣ୍ଟାଉଛି । ଏହି ଘଟଣାଟି ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ଥିବା ଏଲିଫ୍ୟାଣ୍ଟ କ୍ୟାମ୍ପର । ହାତୀଟିର ନାଁ ହେଉଛି ରୂପା । ଉକ୍ତ କ୍ୟାମ୍ପର ବନବିଭାଗ କର୍ମଚାରୀଙ୍କ ମତଅନୁସାରେ, ପାଣି ପିଇବା ପାଇଁ ଏଠାରେ ଅନେକ ଛୋଟ ଛୋଟ ହ୍ରଦ ଥିବା ବେଳେ ଅନ୍ୟ ରୂପା କିନ୍ତୁ ଟ୍ବିବେଲ ମାରି ପାଣି ପିଉଛି । ଯାହା ଖୁବ ସୁନ୍ଦର ଅଟେ । ଏହି ଭିଡିଓଟି ଜଣେ ପର୍ଯ୍ୟଟକ ତାଙ୍କ କ୍ୟାମେରାରେ କଏଦ କରିଥିବାବେଳେ, ଏହା ଏବେ ଭାଇରାଲ ହେବାରେ ଲାଗିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.