thumbnail

By

Published : Oct 26, 2020, 2:18 PM IST

ETV Bharat / Videos

କୋରୋନା ହେଲା କାଳ; ବିଜୟାଦଶମୀରେ ଫିକା ପଡିଲା ସିନ୍ଦୁର ଖେଳ

ଯାଜପୁର: ଆଜି ହେଉଛି ଚଳିତ ବର୍ଷ ଦୁର୍ଗାଉତ୍ସଵର ଅନ୍ତିମ ପର୍ଯ୍ୟାୟ। ଜିଲ୍ଲାର ପ୍ରାୟ ସମସ୍ତ ପୂଜା ମଣ୍ଡପରେ ପାଳିତ ହେଉଛି ବିଜୟାଦଶମୀ। ହେଲେ କୋରୋନା କଟକଣା ଯୋଗୁଁ ନିରାଡମ୍ବରରେ ଏଥରର ଦୁର୍ଗାପୂଜା ପାଳିତ ହୋଇଛି। ବିନାଭକ୍ତରେ ଶେଷ ହୋଇଛି ମା'ଙ୍କ ପୂଜା। ଏବର୍ଷ ବିଜୟାଦଶମୀରେ ସଧବା ମହିଳାଙ୍କ ସିନ୍ଦୁରଖେଳ ମଧ୍ୟ ବନ୍ଦ ରହିଛି । ତେବେ ମଣ୍ଡପରେ କିଭଳି ରହିଛି ମାହୋଲ, ସେ ସମ୍ପର୍କରେ ଅଧିକ ଜାଣିବା ପାଇଁ ଆମ ସମ୍ବାଦଦାତା ପହଞ୍ଚିଛନ୍ତି ବ୍ୟାସନଗର ସ୍ଥିତ ମୁଣ୍ଡାମାଳ ପୂଜା ମଣ୍ଡପରେ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.