ବାଲୁକା କଳାରେ ଟିକା ଉତ୍ସବକୁ ସମର୍ଥନ

By

Published : Apr 11, 2021, 1:26 PM IST

thumbnail
ପୁରୀ: ସାରା ଭାରତରେ ଏବେ ଚାଲିଛି କୋଭିଡ ଟୀକାକରଣ । ଏନେଇ ସମସ୍ତେ ଟିକା ନେବାକୁ ସଚେତନତା ବାର୍ତ୍ତା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଟିକା ଉତ୍ସଵ । ତେବେ ଏହି ଉତ୍ସବକୁ ବାଲୁକା କଳା ମାଧ୍ୟମରେ ସମର୍ଥନ କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସେ 25 ଫୁଟ ଲମ୍ବା ଓ 7 ଫୁଟ ଉଚ୍ଚତାର ଏକ ଭ୍ୟାକ୍ସିନ ବୋତଲର ଏକ ପ୍ରତିକୃତି ତିଆରି କରିଛନ୍ତି ସୁଦର୍ଶନ । ଏଥି ସହିତ ସମସ୍ତେ କୋଭିଡ ଗାଇଡ଼ଲାଇନ ମାନିବାକୁ ସେ ଅପିଲ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.