ମହାଶିବରାତ୍ରୀ: ବଂଶୀ ବଜାଇଲେ ତେଜ ପ୍ରତାପ ଯାଦବ, ଦେଖନ୍ତୁ ଭିଡିଓ - ମାହଶିବରାତ୍ରୀ
🎬 Watch Now: Feature Video

ପାଟନା: ପବିତ୍ର ମହାଶିବରାତ୍ରୀ ଅବସରରେ ଉତ୍ସବ ମୁଖର ସାରାଦେଶ । ଏହି ଅବସରରେ ଶିବଙ୍କ ପରମ ଭକ୍ତ ଭାବରେ ଜଣାଶୁଣା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ଆରଜେଡି ନେତା ତେଜ ପ୍ରତାପ ଯାଦବ ପୂଜା କରୁଥିବାର ନଜର ଆସିଛନ୍ତି। ତେବେ ଏହିସମୟରେ ସେ ବିହାରର ବୈଶାଳୀରେ ଏକ ଉତ୍ସବରେ ବଂଶୀ ବଜାଉଥିବାର ଦେଖିବାକୁ ମିଳିଛି ।