thumbnail

ଫନି ପାଇଁ ମଣ୍ଡିରେ ପଡି ରହିଲା ଧାନ

By

Published : May 1, 2019, 7:23 PM IST

ରାୟଗଡା: ଖଳାରେ ଗଦା ହୋଇଛି ଧାନ । ଯେଉଁ ଆଡକୁ ଆଖି ବୁଲାଇବେ କେବଳ ଧାନ ହିଁ ଧାନ । ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲାର । ଫନିକୁ ନେଇ ଭାରତୀୟ ପାଣିପାଗ କେନ୍ଦ୍ରର ଆକଳନ ଚାଷୀଙ୍କ ନିଦ ହଜାଇ ଦେଇଛି ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.