thumbnail

ରାଜଧାନୀରେ ପ୍ରବଳ ବର୍ଷା, ତାତିରୁ ମିଳିଲା ତ୍ରାହି

By

Published : Jun 7, 2021, 4:40 PM IST

ଭୁବନେଶ୍ବର : ରାଜଧାନୀରେ ଆରମ୍ଭ ହୋଇଛି ବିଜୁଳି ଘଡ଼ଘଡ଼ି ସହିତ ବର୍ଷା। ବିଜୁଳି ଘଡ଼ଘଡ଼ି ସହିତ ମୂଷଳଧାରାରେ ବର୍ଷିବାରେ ଲାଗିଛି । ଯାହାଫଳରେ ଅସହ୍ୟ ଗରମରୁ କିଛି ମାତ୍ରାରେ ଆଶ୍ବସ୍ତି ଲାଭ କରିଛନ୍ତି ରାଜଧାନୀବାସୀ । ଖାଲି ମଣିଷ ନୁହଁ ବର୍ଷା ହେତୁ ପଶୁ ପକ୍ଷୀ, କୀଟ ପତଙ୍ଗ ଓ ବୃକ୍ଷଲତା ମଧ୍ୟ ମୁଣ୍ଡଫଟା ଖରାରୁ ନିସ୍ତାର ଲାଭ ପାଇ ଖୁସିରେ ଝୁମି ଉଠିଲା ପରି ଲାଗୁଛନ୍ତି । ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.