thumbnail

By

Published : Sep 9, 2019, 5:57 PM IST

Updated : Sep 9, 2019, 7:02 PM IST

ETV Bharat / Videos

କମ ଖର୍ଚ୍ଚରେ ବ୍ୟାଟେରୀ ସାଇକେଲ ପ୍ରସ୍ତୁତ କଲେ ରାଧାଶ୍ୟାମ

କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ଅଧିନସ୍ଥ କେଶଦୁରାପାଳ ଗାଁର ରାଧାଶ୍ୟାମ ପଣ୍ଡା । ପ୍ରସ୍ତୁତ କରିଛନ୍ତି ଏକ ବ୍ୟାଟେରୀ ଚାଳିତ ସାଇକେଲ । ଶହେ କେଜି ଓଜନ ପର୍ଯ୍ୟନ୍ତ ଭାର ବୋହି ପାରିବ ଏହି ସାଇକେଲ । 8 ହଜାର ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଇଥିବା ଏହି ସାଇକେଲକୁ ଥରେ ଚାର୍ଜ କଲେ 20 କିଲୋମିଟର ବାଟ ଅତିକ୍ରମ କରୁଛି। ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଈଟିଭି ଭାରତ
Last Updated : Sep 9, 2019, 7:02 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.