ଶ୍ରୀମନ୍ଦିର ଦ୍ୱାର ଫିଟା ଓ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି - mangala alati
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9940933-440-9940933-1608426707352.jpg)
ପୁରୀ:ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ। ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ଗୀତରେ ପ୍ରତ୍ୟେକ ଦିନ ବଡି ଭୋରୁ ଚଳଚଞ୍ଚଳ ହୋଇ ଉଠୁଛି ପୁରୀ ଶ୍ରୀମନ୍ଦିର। ପ୍ରତିଦିନ ପରି ଆଜି ଭୋର ସମୟରେ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି। ଏହାପରେ ପୂଜା ପଣ୍ଡା, ହାତରେ ଦୀପ, ଘଣ୍ଟି ଓ ମୁଖରେ ମନ୍ତ୍ରୋଚାରଣ କରି ଜଗତର ପାଳନକର୍ତ୍ତା ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି ସମ୍ପୂର୍ଣ୍ଣ ବିଧି ବିଧାନ ସହକାରେ ସମ୍ପନ୍ନ କରିଛନ୍ତି।