ରାତି ପାହିଲେ ରଥଯାତ୍ରା! ଜଗା ପାଇଁ ରଥ-ପଥ ସଭିଏଁ ପ୍ରସ୍ତୁତ - ଆଶା ଆଙ୍କାକ୍ଷା ଭିତରେ ସରିଲା ରଥ ନିର୍ମାଣ କାମ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7719669-thumbnail-3x2-rath.jpeg)
ପୁରୀ: ଗୋଟେ ପଟେ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ ଅନ୍ୟପଟେ ସମ୍ପୂର୍ଣ୍ଣ ହୋଇଛି ରଥ ନିର୍ମାଣ କାମ । ରଥଯାତ୍ରା ପାଇଁ ବଡଦାଣ୍ଡରେ ପ୍ରସ୍ତୁତ ତିନି ରଥ । ସେପଟେ ଶ୍ରୀକ୍ଷେତ୍ରରେ ଆଜ୍ଞାମାଳ ବିଜେ ନୀତି ସମାପନ ହୋଇଛି । ଆଜି ତିନି ରଥ ଦକ୍ଷିଣ ମୋଡ ନେବେ। ଅନ୍ୟପଟେ ରଥଯାତ୍ରା ପାଇଁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି ଭକ୍ତଗଣ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
TAGGED:
ପୁରୀ ରଥଯାତ୍ରା