ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତି - patitapaban
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9179725-thumbnail-3x2-od-puri-alati.jpg)
ପୁରୀ: ସକାଳୁ ସକାଳୁ ଶ୍ରାମନ୍ଦିରର ମୁଖ୍ୟ ଦ୍ବାର ଖୋଲିବା ପରେ ପୂଜା ପଣ୍ଡାଙ୍କ ଦ୍ବାରା ପତିତପାବନଙ୍କ ମଙ୍ଗଳ ଆଳତି କରାଯାଉଛି। ବିଶ୍ବାସ ରହିଛି ଯେ, ଏହି ଆଳତୀ ଦର୍ଶନ କଲେ ଜୀବନରେ କରିଥିବା ସମସ୍ତ ପାପ କ୍ଷୟ ହୋଇ ପୂଣ୍ୟ ଲାଭ ହୋଇଥାଏ । ଏହା ସହ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ଓ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ