ହାଇଦ୍ରାବାଦରେ ନୂଆଁଖାଇ ଭେଟଘାଟ: ନୃତ୍ୟଗୀତରେ ଝୁମିଲେ ପ୍ରବାସୀ ଓଡ଼ିଆ

By

Published : Sep 16, 2019, 8:39 PM IST

Updated : Sep 17, 2019, 4:05 PM IST

thumbnail
ହାଇଦ୍ରାବାଦ: ଢୋଲ, ନିଶାନ, ମହୁରୀ, ତାସା ବାଦ୍ୟ ଧୂନରେ ଦୁଲୁକିଲା ହାଇଦ୍ରାବାଦ। ସମ୍ବଲପୁର ସଙ୍ଗୀତ ପ୍ରେମରେ ପ୍ରବାସୀ ଓଡିଆ । ପଶ୍ଚିମ ଓଡିଶା କଳାକାର କରୁଥିଲେ ମତୁଆଲା । ସମ୍ବଲପୁର ମ୍ୟୁଜିକ ପ୍ରେମ ସଂଧ୍ୟାକୁ କରୁଥିଲା ମନୋରମ । ମଞ୍ଚରେ କଳାକାର, ମଞ୍ଚ ତଳେ ଦର୍ଶକ ସମସ୍ତେ ନାଚୁ ଥିଲେ, ଗାଉଥିଲେ, ହସୁଥିଲେ ଏକପ୍ରକାର ମଜ୍ଜି ଯାଇଥିଲେ ସମ୍ବଲପୁରର କଳା ସଂସ୍କୃତି ସଙ୍ଗୀତର ମାୟାରେ । ଏ ଥିଲା ହାଇଦ୍ରାବାଦରେ 'ନୂଆଖାଇ' ଭେଟଘାଟକୁ ନେଇ ଆୟୋଜିତ ପ୍ରୋଗ୍ରାମ ।
Last Updated : Sep 17, 2019, 4:05 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.