thumbnail

By

Published : Nov 3, 2021, 9:03 PM IST

Updated : Nov 4, 2021, 10:48 AM IST

ETV Bharat / Videos

କଠୋର ହେଲା ପ୍ରଶାସନ: ବେଆଇନ ବାଣ ବିକିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ନୟାଗଡ: ଦୀପାବଳି ପାଇଁ କଟକଣା ଜାରି କଲା ନୟାଗଡ ଜିଲ୍ଲା ପ୍ରଶାସନ । ରାତ୍ର ୮ଘଟିକାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ଫୁଟିବ ସବୁଜ ବାଣକୁ ଫୁଟାଇବାକୁ ଅନୁମତି l କେବଳ ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନରୁ ସବୁଜ ବାଣ କିଣାଯାଇପାରିଵ l ବେଆଇନ ଭାବେ ଯଦି ଅନ୍ୟ କେହି ଅନ୍ୟ କୌଣସି ବାଣ ବିକ୍ରି କରନ୍ତି ତେବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଏଥିପାଇଁ ନୟାଗଡ ସହରରେ ପୋଲିସ ବୁଲି ବୁଲି ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନ କରୁଛି l ନୟାଗଡ ସହର ବାଣ ବିକ୍ରି ବନ୍ଦ ପାଇଁ ମଧ୍ୟ ପୋଲିସ ପେଟ୍ରୋଲିଂ କରୁଛି l ବେଆଇନ ବାଣ ବିକ୍ରି କରାଗଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟାଉନ ଥାନା ପୋଲିସ ଲୋକଙ୍କୁ ଜଣାଯାଇଛି l ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ
Last Updated : Nov 4, 2021, 10:48 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.