thumbnail

ଏମିତି ଭାସୁଛି ସ୍ବପ୍ନର ସହର ମୁମ୍ବାଇ..

By

Published : Jul 2, 2019, 3:16 PM IST

ମୁମ୍ବାଇ: ଭାସୁଛି ମାୟାନଗରୀ ମୁମ୍ବାଇ । ଚାରିଆଡେ ଖାଲି ପାଣି ଆଉ ପାଣି । ରାସ୍ତାରେ ଲହଡି ଭାଙ୍ଗୁଛି । ସ୍କୁଲ କଲେଜ, ମେଡିକାଲ, ରେଲୱେ ଷ୍ଟେସନ, ଏୟାରପୋର୍ଟ, ସବୁଆଡ ଜଳମଗ୍ନ । ଏ ଦୃଶ୍ୟ ହିଁ ବୟାନ କରୁଛି ସ୍ଥିତିର ଗମ୍ଭିରତା । ଜଳପ୍ରପାତ ପରି ମନେ ହେଉଛି ବସ୍ତି ଅଞ୍ଚଳ । କେଇଘଣ୍ଟାର ଅବିଶ୍ରାନ୍ତ ବର୍ଷା ପରେ ମହାରାଷ୍ଟ୍ରରେ ସୃଷ୍ଟି ହୋଇଛି ଏ ପ୍ରକାର ବନ୍ୟା ସ୍ଥିତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.