ଶେଖ୍ ବଜାର ପୂଜା ମଣ୍ଡପରେ ଚାଲିଛି ପବିତ୍ର ମହା ସପ୍ତମୀ ପୂଜା - sheik bajar puja mandap
🎬 Watch Now: Feature Video

କଟକ: ଆଜି ପବିତ୍ର ମହା ସପ୍ତମୀ । ଏହି ଅବସରରେ ଆଜି କଟକର ବିଭିନ୍ନ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରାଯାଇଛି । ଘଟ ପୂଜା କରି ରିତିନୀତି ଅନୁଯାୟୀ ନଦୀକୁ ଯାଇ ଘଟ ପୂଜା କରିବା ପରେ ମଣ୍ଡପରେ ସପ୍ତମୀ ବୀହିତ ପୂଜା କରାଯାଉଛି । କଟକ ଶେଖବଜାର ପୂଜା ମଣ୍ଡପରୁ ଦେଖନ୍ତୁ ସିଧାପ୍ରାସାରଣ...