thumbnail

ମା’ ଛେଉଣ୍ଡ ଛେଳିଛୁଆକୁ ସ୍ତନ୍ୟପାନ କଲା କୁକୁର, ଭିଡିଓ ଭାଇରାଲ

By

Published : Jul 6, 2019, 3:41 PM IST

ହାଇଦ୍ରାବାଦ: ମା’ର ମମତାକୁ କୌଣସି ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । ମା ଓ ମମତା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ । ମା’ର ମମତା ନୀଳସାଗର ଗଭୀରତାଠୁ ଗଭୀର, ସୀମାହୀନ ଆକଶ ଭଳି ପରିବ୍ୟାପ୍ତ । ମା' ପାଇଁ ସବୁ ସନ୍ତାନ ସମାନ । କେବଳ ମଣିଷ ନୁହେଁ ପଶୁପକ୍ଷୀ ବି ମା’ର ପ୍ରକୃତ ପରିଚୟ ଦେଇଥାନ୍ତି । ମା’ର ମମତାର ଭଣ୍ଡାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ। ମା ଯେ କେବଳ ରକ୍ତର ସନ୍ତାନକୁ ଆଦରେ..ତା ନୁହେଁ..ମାର ମମତା ଆଗରେ ସଭିଏଁ ସମାନ ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.