କ୍ୟାମେରାରେ କଏଦ କାର-ବାଇକ ଦୁର୍ଘଟଣାର ଲାଇଭ୍ ଚିତ୍ର, ଦେଖନ୍ତୁ ଭିଡିଓ - ଦୁର୍ଘଟଣାର ଲାଇଭ୍ ଚିତ୍ର
🎬 Watch Now: Feature Video

ଗାନ୍ଧୀନଗର: କ୍ୟାମେରାରେ କଏଦ ହୋଇଛି ଦୁର୍ଘଟଣାର ଲାଇଭ ଚିତ୍ର । ଗୁଜୁରାଟର ଗୁଣ୍ଡାଲା ରୋଡ ନିକଟ ଡେକୋରୋ ସିଟିରେ କାର ଓ ବାଇକର ଦୁର୍ଘଟଣାର ହୋଇଛି। ଯେଉଁଥିରେ 2 ଜଣ ଆହତ ହୋଇଥିବା ଜଣାପଡିଛି ।