ବୀରପୁତ୍ର ବିପିନଙ୍କ ଶେଷ ବାର୍ତ୍ତା ଆଜି ଶୁଣିବ ଦେଶ

By

Published : Dec 12, 2021, 12:35 PM IST

thumbnail
ନୂଆଦିଲ୍ଲୀ: ଦେଶର ବୀର ପୁଅ ବିପିନ ଆଜି ଆଉ ଆମ ଗହଣରେ ନାହାନ୍ତି । କିନ୍ତୁ ମୃତ୍ୟୁ ପୂର୍ବରୁ ଅର୍ଥାତ୍‌ ସ୍ବର୍ଣ୍ଣିମ ବିଜୟ ପର୍ବ ଉପଲକ୍ଷେ ରେକର୍ଡ କରାଯାଇଥିବା ଶୁଭେଚ୍ଛା ବାର୍ତ୍ତାକୁ ଆଜି ଶୁଣିବ ସାରା ଦେଶ । ବୀରପୁଅର ଦେଶ ଉଦ୍ଦେଶ୍ୟରେ ଶେଷ ବାର୍ତ୍ତାକୁ ଆଜି ଦିଲ୍ଲୀ ଇଣ୍ଡିଆ ଗେଟ୍ ଲନ୍ସରେ ଉଦଘାଟିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଉପସ୍ଥାପନ କରାଯିବ । ଡିସେମ୍ବର 7ରେ ଏହି ବାର୍ତ୍ତା ରେକର୍ଡ କରାଯାଇଥିଲା। ହେଲେ ରେକର୍ଡ କରାଯିବାର ଠିକ ପରଦିନ ହେଲିକପ୍ଟର ଦୁର୍ଘଟଣାରେ ଦୁନିଆରୁ ବିଦାୟ ନେଇଥିଲେ ସିଡିଏସ ବିପିନ ରାୱତ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.