କଣିହାଁରେ କିଡନୀ ରୋଗ ଆତଙ୍କ, ଚିନ୍ତାରେ ଗ୍ରାମବାସୀ - village
🎬 Watch Now: Feature Video
ଅନୁଗୋଳ: ଦିନେ ନୁହେଁ ନୁହେଁ କି ଦୁଇ ଦିନ ନୁହେଁ ଦୁଇ ବର୍ଷ ହେବ ଅନୁଗୋଳ କଣିହାଁରେ ବ୍ୟାପୁଛି କିଡନୀ ରୋଗ । ବର୍ତ୍ତମାନ ସୁଦ୍ଧା ଏହି ରୋଗ ନେଲାଣି 30 ଜୀବନ । ଆଉ ଏବେ 10 ଅଧିକ ରୋଗୀ ଜୀବନ ମରଣ ସହ କରୁଛନ୍ତି ସଂଗ୍ରାମ । ଯାହାକୁ ନେଇ ଚିନ୍ତାରେ ଅଞ୍ଚଳବାସୀ । ରୋଗର ତୁରନ୍ତ ଏହାର ପ୍ରତିକାର ପାଇଁ ସ୍ବାସ୍ଥ୍ୟ ବିଭାଗ ନିକଟରେ ଦାବି କରିଛନ୍ତି ।