ETV Bharat / technology

ନୂଆବର୍ଷରେ ଧମାଲ୍‌ କରିବ Redmi, 5160mAh ବ୍ୟାଟେରୀ ସହ ଆଣୁଛି ନୂଆ ସ୍ମାର୍ଟଫୋନ - REDMI 14C 5G SMARTPHONE

ନୂଆବର୍ଷରେ ଦମଦାର ଫୋନ ଆଣୁଛି ରେଡମି । ଷ୍ଟାଇଲିସ୍‌ ଲୁକ୍‌ ସହ ମିଳିବ ବଡ଼ ବ୍ୟାଟେରୀ । ଡିଜାଇନ, ଫିଚର କଣ ରହିବ ଜାଣନ୍ତୁ...

REDMI 14C 5G INDIA LAUNCH DATE CONFIRMED
REDMI 14C 5G INDIA LAUNCH DATE CONFIRMED (Photo Credit- Redmi India)
author img

By ETV Bharat Tech Team

Published : Dec 27, 2024, 2:39 PM IST

ହାଇଦ୍ରାବାଦ: ରେଡମି ନୂଆବର୍ଷ ପାଇଁ ହେଉଛି ସଜବାଜ । ବର୍ଷ ଆରମ୍ଭରୁ କମାଲ୍‌ କରିବା ଲାଗି ଆଣିଛି ଏକ ଦମଦାର ସ୍ମାର୍ଟଫୋନ । ଭାରତରେ ନୂଆ ସ୍ମାର୍ଟଫୋନ Redmi 14C 5G ଲଞ୍ଚ ହୋଇ ଗ୍ଲୋବାଲ ଡେବ୍ୟୁ କରିବ । ଏ ନେଇ କମ୍ପାନୀ ପକ୍ଷରୁ X ସାଇଟ୍‌ରେ ଏକ ଟିଜର ଫଟୋକୁ '2025G' ନାଁରେ ପୋଷ୍ଟ କରାଯାଇଛି । ଆଜି କମ୍ପାନୀ ଲଞ୍ଚ ତାରିଖର ଖୁଲାସା କରିଛି । 2025 ଜାନୁଆରୀ 6 ତାରିଖରେ ଏହି ଫୋନକୁ ଲଞ୍ଚ କରାଯିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି ।

Redmi 14C 5G ଲଞ୍ଚ ତାରିଖର ଖୁଲାସା

  • ଏହି ମୋବାଇଲଟି ଏକ ବଡ଼ ଗୋଲାକାର କ୍ୟାମେରା ମଡ୍ୟୁଲ ସହିତ ଆସିବ ।
  • ହ୍ୟାସଟ୍ୟାଗ୍‌ '2025G'ରୁ ଜଣାପଡ଼ିଛୁ ଯେ ଏହା 5ଜି ସପୋର୍ଟ ସହିତ ଆସିବ ।
  • ଏହି ଫୋନଟି 2023 ଡିସେମ୍ବରରେ ଲଞ୍ଚ ହୋଇଥିବା Redmi 13c ସକ୍ସେସର ଭାବେ ଲଞ୍ଚ ହେବାକୁ ଯାଉଛି ।
  • ଚଳିତ ବର୍ଷ ସେପ୍ଟେମ୍ବରରେ Redmi 14C 4Gର ଗ୍ଲୋବାଲ ଡେବ୍ୟୁ କରିଥିଲା ।

Redmi 14C: ସ୍ପେଶିଫିକେସନ

କିଛି ରିପୋର୍ଟ ଅନୁସାରେ, ଚୀନରେ ଗତ ସେପ୍ଟେମ୍ବରରେ ଲଞ୍ଚ ହୋଇଥିବା Redmi 14Rର ରି-ବ୍ରାଣ୍ଡ ହେଉଛି Redmi 14C । ତେବେ ଏହାର ସମ୍ଭବତଃ ସ୍ପେଶିଫିକେସନ ଉପରେ ନଜର ପକାନ୍ତୁ ।

  • ଡିସପ୍ଲେ: ରେଡମି 14R ସ୍ମାର୍ଟଫୋନ 120Hz ରିଫ୍ରେସ ରେଟ୍‌ ସହିତ 6.88-ଇଞ୍ଚ ଡିସପ୍ଲେ ମିଳିପାରେ । ଏହାସହ 1640 x 720p ପିକ୍ସେଲ ରିଜୋଲ୍ୟୁସନ ଏବଂ 600 ନିଟ୍ସ ପର୍ଯ୍ୟନ୍ତ ଉଚ୍ଚ ବ୍ରାଇଟନେସ୍‌ ମୋଡ୍‌ ସହ ଆସିପାରେ ।
  • କ୍ୟାମେରା: ପଛରେ 50MP ପ୍ରାଥମିକ କ୍ୟାମେରା ମିଳିବ ।
  • ବ୍ୟାଟେରୀ: ରେଡମି ଫୋନରେ 18W ୱେୟାର୍ଡ ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 5160mAh ବ୍ୟାଟେରୀ ରହିପାରେ ।
  • OS: ଫୋନ୍ ଆଣ୍ଡ୍ରଏଡ୍ 14-ଆଧାରିତ HyperOS କଷ୍ଟମ୍ ସ୍କିନ୍ ସହ ଆସିପାରେ ।
  • ପ୍ରୋସେସର: ରେଡମି 14R ଗ୍ରାଫିକ୍ସ ପାଇଁ ଆଡ୍ରେନୋ ଜିପିୟୁ ସହିତ କ୍ବାଲକମ୍ ସ୍ନାପଡ୍ରାଗନ୍ 4 ଜେନ 2 ଚିପସେଟ ଦ୍ବାରା ଚାଳିତ ।

ଦାମ କେତେ ରହିବ ?

  • ଭାରତରେ Redmi 14C 5G ଏକ ସୁଲଭ ମୂଲ୍ୟର ସ୍ମାର୍ଟଫୋନ ଭାବେ ଲଞ୍ଚ ହେବ ।
  • ଚୀନରେ ଲଞ୍ଚ ହୋଇଥିବା Redmi 14R 5Gର ବେସ୍‌ ମଡେଲ 4GB + 128GB ପାଇଁ ଦାମ CNY 1,099 (ପାଖାପାଖି Rs. 13,000) ରହିଥିଲା ।
  • 6GB + 128GB ଓ 8GB + 128GB ଭାରିଏଣ୍ଟର ଦାମ ଯଥାକ୍ରମେ CNY 1,499 (ପାଖାପାଖି Rs. 17,700) ଓ CNY 1,699 (ପାଖାପାଖି Rs. 20,100) ରହିଥିଲା ।
  • ସେହିପରି 8GB RAM ଓ 256GB ଷ୍ଟୋରେଜ ଲାଗି ଦାମ CNY 1,899 (ପାଖାପାଖି Rs. 22,500) ଥିଲା ।
ଏହା ବି ପଢନ୍ତୁ
  1. ଆରମ୍ଭ ହେଲା ରେଡମି ନୋଟ 14 5ଜି ସିରିଜ ସେଲ୍‌; ଉଠାନ୍ତୁ ଡିସକାଉଣ୍ଟର ମଜା
  2. ଲଞ୍ଚ୍‌ ହେଲା ଶସ୍ତା 5ଜି ସ୍ମାର୍ଟଫୋନ Redmi A4; ଦାମ 10ହଜାରରୁ କମ୍‌
  3. ଖୁବଶୀଘ୍ର ଆସୁଛି Oppo Reno 13 ସିରିଜ ଫୋନ୍‌; ସ୍ପଷ୍ଟ ହେଲା ଡିଜାଇନ ଓ କଲର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.