ବ୍ୟାପୁଛି କିଡନୀ ରୋଗ; ମିଳୁନି ଉପଯୁକ୍ତ ଚିକିତ୍ସା, ଗଲାଣି ଶତାଧିକ ଜୀବନ
🎬 Watch Now: Feature Video
ଦେବଗଡ:ଡରାଉଛି କିଡନୀ ରୋଗ । ଏହି ରୋଗରେ ପିଡିତ ହୋଇ ଦେବଗଡର ସୁବର୍ଣ୍ଣପାଲି ଗାଁ ସମେତ 10ଟି ଗାଁରେ ଗଲାଣି ଶତାଧିକ ରୋଗୀଙ୍କ ଜୀବନ । ହେଲେ ସବୁ ଜାଣିବି ଚୁପ୍ ରହିଛି ପ୍ରଶାସନ । ସୁବର୍ଣ୍ଣପାଲି ଗାଁ ଉପରେ ପଡିବ କି ପ୍ରଶାସନର ନଜର...