ଚନ୍ଦ୍ରାୟନ-2ରେ ଆଉ ଜଣେ ଓଡିଆ ବୈଜ୍ଞାନିକ, ପରିବାରେ ଖୁସି - ଅଟଳ କୃଷ୍ଣ ଖଟୁଆ
🎬 Watch Now: Feature Video

କେନ୍ଦୁଝର: ଭାରତ ଆଜି ମହାକାଶ ଵିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଛି । ନିଜସ୍ବ ଜ୍ଞାନ କୌଶଳ ବିକାଶ କରି ମହାକାଶରେ ଆଧିପତ୍ୟ ବିସ୍ତାର କରିପାରିଛି । ଏହି ସଫଳତା ପଛରେ ଦେଶର ବୈଜ୍ଞାନିକଙ୍କ କଠିନ ପରିଶ୍ରମ ରହିଛି । ଇସ୍ରୋ ମଙ୍ଗଳ ଗ୍ରହକୁ ରକେଟ ପଠାଇ ହେଉ ବା ଅନ୍ତରୀକ୍ଷରେ ଅନେକ ସାଟେଲାଇଟର ସଫଳ ସ୍ଥାପନା କରିବା, ସବୁଥିରେ ଦେଶର ସ୍ବଦେଶୀ ଜ୍ଞାନ କୌଶଳ କମାଲ କରିଛି । ନିକଟରେ ଚନ୍ଦ୍ରକୁ ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ ଚନ୍ଦ୍ରାୟାନ -୨ ପଠାଯାଇଛି । ଯାହା ଏବେ ଚନ୍ଦ୍ରରେ ସଫଳ ଅବତରଣ କରିବାକୁ ଯାଉଛି ।