ନୂତନ ଶିକ୍ଷାନୀତିକୁ ନେଇ ରମେଶ ପୋଖରିଆଲଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - interview with union education minister ramesh pokhriyal

🎬 Watch Now: Feature Video

thumbnail

By

Published : Aug 12, 2020, 9:47 PM IST

ହାଇଦ୍ରାବାଦ: ନୂତନ ଜାତୀୟ ଶିକ୍ଷା ନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଦୀର୍ଘଦିନର କଳ୍ପନା ଜଳ୍ପନା ଏବଂ ଆଲୋଚନା ପରେ ଗତ ଜୁଲାଇ 29 ତାରିଖରେ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ କ୍ୟାବିନେଟ ନୂତନ ଶିକ୍ଷା ନୀତି (NEP) ୨୦୨୦ କୁ ଅନୁମୋଦନ କରିଛି । ଏହି ନୂତନ ଶିକ୍ଷା ନୀତିରେ କ’ଣ ଗୁରୁତ୍ବ ଦିଆଯାଇଛି ? ଦେଶର ଛାତ୍ରମାନେ ଏଥିରୁ କିପରି ଉପକୃତ ହେବେ ? ବରିଷ୍ଠ ସାମ୍ବାଦିକା ଅନାମିକା ରତ୍ନାଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଇଟିଭି ଭାରତକୁ ଏସବୁର ଉତ୍ତର ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.