କିପରି ତିଆରି କରିବେ ରୋଜ କୁକିଜ, ଦେଖନ୍ତୁ ଭିଡିଓ - ଘରେ ବନାନ୍ତୁ ରୋଜ କୁକିଜ
🎬 Watch Now: Feature Video
ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜି ଭଳି ସୁନ୍ଦର ଦିନରେ ଘରେ ବନାନ୍ତୁ ରୋଜ କୁକିଜ । ତେବେ କିପରି ପ୍ରସ୍ତୁତ କରିବେ ଏହି କୁକିଜ ଦେଖନ୍ତୁ ଏହି ଭିଡିଓ । ଆବଶ୍ୟକୀୟ ସାମଗ୍ରୀ ନେଇ ପ୍ରଣାଳୀ ମାଧ୍ୟମରେ ରୋଜ କୁକିଜ ତିଆରି ପରସି ଦିଅନ୍ତୁ ପରିବାର ସଦସ୍ୟଙ୍କୁ ।