ଫନି ଫଣାରେ ଚିତ୍ରଶୂନ୍ୟ ରଘୁରାଜପୁର - craft village

🎬 Watch Now: Feature Video

thumbnail

By

Published : May 16, 2019, 12:58 PM IST

ପୁରୀ: ଫନିର କରାଳ ରୂପରେ ବିପର୍ଯ୍ୟସ୍ଥ ପାଲଟିଛି ପର୍ଯ୍ୟଟନସ୍ଥଳ ପୁରୀ । ଶ୍ରୀକ୍ଷେତ୍ର ଶ୍ରୀହିନ ଲାଗୁଥିବା ବେଳେ ଚିତ୍ରଶୂନ୍ୟ ହୋଇଯାଇଛି ଶିଳ୍ପୀ ଗ୍ରାମ । ବାତ୍ୟାରେ ବତୁରି ଯାଇଛି ରଘୁରାଜପୁର ଗ୍ରାମର ପଟ୍ଟଚିତ୍ର କାରିଗରଙ୍କ ପରିଶ୍ରମ । ବର୍ଷା ଓ ପବନ ମାଡରେ ବହୁମୂଲ୍ୟ ସୂକ୍ଷ୍ମ ପଟ୍ଟଚିତ୍ର ସହ ତାଳପତ୍ର ନଷ୍ଟଭ୍ରଷ୍ଟ ହୋଇଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.