thumbnail

By

Published : Oct 17, 2020, 10:27 AM IST

ETV Bharat / Videos

NEETରେ ସର୍ବଭାରତୀୟ ଟପ୍ପର ସୋଏବ ଅଫତାବଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ଜୟପୁର: ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (NEET)ରେ ଇତିହାସ ରଚିଛନ୍ତି ଓଡିଶା ରାଉରକେଲାର ସୋଏବ ଅଫତାବ । 720 ରୁ 720 ରଖି ସେ ସର୍ବଭାରତୀୟ ଟପ୍ପର ହୋଇଛନ୍ତି । ରାଉରକେଲାର ଆଜାଦ ବସ୍ତିରେ ସୋଏବ ଅଫତାବଙ୍କ ଘର । ସେ ରାଜସ୍ଥାନର କୋଟାରେ ରହି ମେଡିକାଲ କୋଚିଂ ନେଉଥିଲେ । ତେବେ ନୂଆଦିଲ୍ଲୀର ଏମ୍ସ କଲେଜରେ ଆଡମିଶନ କରି ଭବିଷ୍ୟତରେ ଜଣେ କାର୍ଡିଓଲୋଜିଷ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି ସୋଏବ । ଏନେଇ ସୋଏବଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ସମ୍ବାଦଦାତା.... ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.