ଓଡିଶାରେ ବିପୁଳ ସମ୍ଭାବନା ଓ ସୁଯୋଗ ରହିଛି: ଅଶ୍ବିନୀ ବୈଷ୍ଣବ - କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ସାକ୍ଷାତକାର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14392401-thumbnail-3x2-bg.jpg)
ଭୁବନେଶ୍ବର: ରବିବାର ଓଡିଶା ଆସିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଓଡିଶାରେ ବିପୁଳ ସମ୍ଭାବନା ଓ ସୁଯୋଗ ରହିଛି ଏଥିପାଇଁ ଏକ ମିଲିଥ ଉଦ୍ୟମ ଲୋଡା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡିଶାକୁ ୯୭୩୪ କୋଟି ଟଙ୍କାରେ ରେଳ ବଜେଟ ପ୍ରଦାନ କରାଯାଇଛି । ଏହା ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଆତ୍ମନିର୍ଭର ଅର୍ଥନୀତି ଏବଂ ବଜେଟ ୨୦୨୨-୨୩ କେନ୍ଦ୍ରୀୟ ବଜେଟରେ କେନ୍ଦ୍ରକୁ ବିପୁଳ ଅର୍ଥ ପ୍ରଦାନ କରାଯାଇଛି । ଆଗକୁ ୩୯୩୩ ଗାଁରେ ନେଟୱର୍କ ସଂଯୋଗ ହେବ । ଖୁବ ଶୀଘ୍ର ୪ଜି ଓ ୫ଜି ସେବା ଆରମ୍ଭ ହେବ ବୋଲି ଇଟିଭି ଭାରତକୁ ଏକ ସାକ୍ଷାତକାର ଦେଇ କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ
Last Updated : Feb 10, 2022, 5:29 PM IST
TAGGED:
Ashwini Vaishnav news