Etv Bharat Digital Dialogue: କଟକ ପୌର ନିର୍ବାଚନରେ କମାଲ କରିବ BJD - ଇଟିଭି ଭାରତ ଡିଜିଟାଲ ଡାଇଲଗରେ ରାଜ୍ୟସଭା ସାଂସଦ ସୁବାସ ସିଂ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14132108-thumbnail-3x2-subashsingh.jpg)
ଭୁବନେଶ୍ବର: ରାଜ୍ୟସଭା ସାଂସଦ ସୁବାଷ ସିଂ । ବିଜେଡି ଦଳୀୟ ମୁଖପାତ୍ର ଭାବରେ ଗଣମାଧ୍ୟମରେ ନିଜର ଦମଦାର ଉପସ୍ଥାପନା ସହ ବିରୋଧୀଙ୍କୁ ଚକମା ଦେଲା ଭଳି ତଥ୍ୟ ରଖିବାରେ ମାହିର । ବିଜେଡିର ଲୋକପ୍ରିୟ ରାଜ୍ୟସଭା ସାଂସଦ ତଥା ଜାତୀୟ ମୁଖପାତ୍ର । ବିଜୁ ଜନତା ଦଳରେ ନିଜର ସ୍ବତନ୍ତ୍ର ଛବି ସୃଷ୍ଟି କରିପାରିଛନ୍ତି। କଟକ ରାଜନୀତି ସହ ଦୀର୍ଘ ୪୦ ବର୍ଷର ସମ୍ପର୍କ ରହିଛି । ତେବେ ରାଜ୍ୟର ସ୍ବାର୍ଥ ପାଇଁ କେନ୍ଦ୍ର ସହ ଲଢେଇ, ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ, ଆଗାମୀ ପୌର ନିର୍ବାଚନ, କଟକରେ ବିଜେଡିର ସ୍ଥିତି, କଟକରେ ବିଜେଡିର ପରାଜୟର କାରଣ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତୃଟି, ଏ ତମାମ ପ୍ରସଙ୍ଗରେ ଇଟିଭି ଭାରତର ଡିଜିଟାଲ ଡାଏଲଗରେ ଆଲୋଚନା କରିଛନ୍ତି ରାଜ୍ୟସଭା ସାଂସଦ ସୁବାଷ ସିଂ । ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା ।
Last Updated : Jan 8, 2022, 8:21 PM IST