ଡ.କାଫିଲ ଖାନଙ୍କ ସହ 'ଇଟିଭି ଭାରତ'ର ସ୍ବତନ୍ତ୍ର ସାକ୍ଷାତକାର

By

Published : Sep 3, 2020, 8:48 PM IST

thumbnail
ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଗୋରଖପୁରର ଡାକ୍ତର କାଫିଲ ଖାନଙ୍କୁ ଜେଲରୁ ମୁକ୍ତ କରାଯାଇଛି । ଡିସେମ୍ବର ୨୦୧୯ରେ ଅଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟରେ ସିଏଏ ବିରୋଧରେ ଦେଇଥିବା ଉତ୍ତେଜନାମୂଳକ ଭାଷଣ ଅଭିଯୋଗରେ ଜାନୁଆରୀ ୨୯ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଜେଲରୁ ମୁକୁଳିବା ପରେ କାଫିଲ ଖାନ ଜୟପୁରରେ ପହଞ୍ଚିଛନ୍ତି । ସେଠାରେ ସେ ଇଟିଭି ଭାରତ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି । ଜେଲରେ ତାଙ୍କ ସହ ହୋଇଥିବା ଆଚରଣ ବିଷୟରେ ପ୍ରକାଶ କରିଛନ୍ତି ସେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.