Congress Locked Odisha Assembly Gate; ବିଧାନସଭା ଗେଟରେ ତାଲା ପକାଇଲା କଂଗ୍ରେସ

By

Published : Dec 1, 2021, 7:19 PM IST

thumbnail

ଭୁବନେଶ୍ବର: ବିଧାୟକଙ୍କ ପ୍ରବେଶ ଦ୍ବାରରେ ତାଲା ପକାଇଲା କଂଗ୍ରେସ । ବିଧାସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଓ ଗୃହରେ ପୁରାଇନଦେବା ଦାବିରେ ବିଧାନସଭା ପ୍ରବେଶ ଦ୍ଵାରାରେ ତାଲା ପକାଇଥିଲା କଂଗ୍ରେସ । ଏହି ସମୟରେ ବିଧାୟକ ମାନେ ଫେରି ଯାଉଥିବା ଦେଖିବାକୁ ମିଳିଥିଲା । ପରେ ତାଲା ଭାଙ୍ଗି ଗୃହରେ ପ୍ରବେଶ କରଥିଲେ ବିଧାନସଭା କର୍ମଚାରୀ । ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.