ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଡିଏନଏ ପ୍ରୋଫାଇଲିଂ ପାଇଁ କୋର୍ଟରେ ଆବେଦନ - bhubaneswar news

🎬 Watch Now: Feature Video

thumbnail

By

Published : Oct 14, 2020, 4:04 PM IST

Updated : Oct 14, 2020, 5:20 PM IST

ଭୁବନେଶ୍ବର: ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ପୋଲିସର ବିଳମ୍ବ ତଦନ୍ତ ନେଇ ସାମ୍ନାକୁ ଆସିଲା ଚିତ୍ର। ଘଟଣାର ୭ ଦିନ ପରେ ଡିଏନଏ ପ୍ରୋଫାଇଲିଂ ପାଇଁ କୋର୍ଟରେ ଆବେଦନ କରିଛି କମିଶନରେଟ ପୋଲିସ। ଘଟଣାସ୍ଥଳରୁ ଖଣ୍ଡବିଖଣ୍ଡିତ ଶରୀର କାହାର, ତାହା ଚିହ୍ନଟ ପାଇଁ କମିଶନରେଟ ପୋଲିସ ବିଫଳ ହେବା ପରେ ଶେଷରେ ଡିଏନଏ ପ୍ରୋଫାଇଲିଂ ପାଇଁ କୋର୍ଟରେ ଆବେଦନ କରାଯାଇଛି।ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Oct 14, 2020, 5:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.