ବୋଲଗଡ ଗାନ୍ଧୀପୀଠକୁ ‘ଗାନ୍ଧୀ ସର୍କିଟ ଡେଷ୍ଟିନେସନ’ ମାନ୍ୟତା ଦାବି - ମାହାତ୍ମା ଗାନ୍ଧୀ
🎬 Watch Now: Feature Video
ବୋଲଗଡରରେ ଗାନ୍ଧୀ ୧୯୨୭ ଡିସେମ୍ବର ମାସ ୯,୧୦ ଓ ୧୧ରେ ରହିବା ସହ ଦେଶ ସ୍ବାଧିନତା ପାଇଁ ଏହିଠାରୁ ଏନେକ ନିଷ୍ପତ୍ତି ମଧ୍ୟ ନେଇଥିଲେ । ତେବେ ଗାନ୍ଧୀଙ୍କ ସ୍ମୃତି ସହ ଜଡିତ ଏହି ସ୍ଥଳକୁ ସରକାର ‘ଗାନ୍ଧୀ ସର୍କିଟ ଡେଷ୍ଟିନେସନ’ ମାନ୍ୟତା ପ୍ରଦାନରୁ ଭୁଲିଯାଇଛନ୍ତି ।