ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମାନବିକତା, ଆମ୍ବୁଲାନ୍ସକୁ ଛାଡିଲେ ବାଟ - ଆମ୍ବୁଲାନ୍ସକୁ ବାଟ ଛାଡିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

🎬 Watch Now: Feature Video

thumbnail

By

Published : Sep 2, 2020, 9:53 PM IST

ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ । ବ୍ୟସ୍ତ ବହୁଳ ଟ୍ରାଫିକ୍‌ରେ ନିଜ ଗାଡିକୁ ସାଇଡ କରି ଏକ ଆମ୍ବୁଲାନ୍ସକୁ ଆଗକୁ ଯିବାକୁ ରାସ୍ତା ଦେଇଛନ୍ତି। ବିଜୟୱାଡା ବିମାନବନ୍ଦରରୁ ତାଙ୍କ ବାସଭବନକୁ ଫେରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗାଡି ପଛରେ ଏକ ଆମ୍ବୁଲାନ୍ସ ଆସିଥିଲା । ଏହାଦେଖି ସେ ତୁରନ୍ତ ସୁରକ୍ଷାକର୍ମୀଙ୍କୁ ରାସ୍ତାର ଗୋଟିଏ ପାର୍ଶ୍ୱରେ ଗାଡି ଚଳାଇ ଆମ୍ବୁଲାନ୍ସକୁ ବାଟ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ଆମ୍ବୁଲାନ୍ସ ଆଗକୁ ଯାଇପାରିବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.