ଖରାପ ରାସ୍ତା, 5 କିମି ଖଟିଆରେ ବୁହା ହେଲେ ଗର୍ଭବତୀ - Ambulance issue
🎬 Watch Now: Feature Video

କୋରାପୁଟ: ଖରାପ ରାସ୍ତା ଯୋଗୁଁ 5 କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ । ଆମ୍ବୁଲାନ୍ସ ଆସିଛି କିନ୍ତୁ ଗର୍ଭବତୀଙ୍କ ପାଖରେ ପହଞ୍ଚି ପାରିନାହିଁ। କାରଣ ଗାଡି ଗଲାଭଳି ରାସ୍ତା ଗାଁକୁ ଯାଇ ପାରିନି । ଏହି ଘଟଣା ଦେଖିବାକୁ ମିଳିଛି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ କାଳିଆମ୍ବ ଗାଁରେ । ଅଧିକ ଖବର ପାଇଁ ଉପରୋକ୍ତ ଭିଡିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ... କୋରାପୁଟ ରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ