thumbnail

ସୁନା ଦୋକାନରେ କିପରି ହେଉଛି ଲୁଟ୍‌, ଦେଖନ୍ତୁ ଭିଡିଓ

By

Published : Aug 12, 2020, 6:07 PM IST

କଟୁରୀ ଦେଖାଇ ସୁନା ଦୋକାନରେ ଲୁଟ । କର୍ଣ୍ଣାଟକ ଚିକାମାଙ୍ଗାଲୁରୁରର ଏକ ଅଳଙ୍କାର ଦୋକାନରେ କର୍ମଚାରୀଙ୍କୁ କଟୁରୀ ଦେଖାଇ ଦୋକାନରୁ ଚୋରି କରୁଥିଲା ଦୁର୍ବୃତ୍ତ । ତେବେ ଏହି ସମୟରେ ଅନ୍ୟ କର୍ମଚାରୀମାନେ ତାକୁ ଚେୟାର ଦ୍ବାରା ଆକ୍ରମଣ କରି କାବୁ କରିବାକୁ ଚେଷ୍ଟା କରିଥିଲେ । ହେଲେ ଚୋର ତା ବ୍ୟାଗ ଛାଡି ତିନୋଟି ସୁନା ଚେନ ସହିତ ସେଠାରୁ ଖସି ପଳାଇବାରେ ସଫଳ ହୋଇଛି । ଏହି ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭିରେ କଏଦ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.