Panchayat Poll: ଅଞ୍ଚଳର ବିକାଶ ଲକ୍ଷ୍ୟରେ ପୂର୍ବତନ ସରପଞ୍ଚ

By

Published : Feb 12, 2022, 9:38 PM IST

Updated : Feb 3, 2023, 8:11 PM IST

thumbnail

ଝାରସୁଗୁଡ଼ା: ସାହାସପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚ ପ୍ରାର୍ଥିନୀ ସୁକାନ୍ତୀ ଜୟପୁରିଆ ପୁଣି ମଇଦାନରେ । ନିଜ ଅଞ୍ଚଳର ବିକାଶ, ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସୁଧାର, ରାସ୍ତାଘାଟ, ପାନୀୟ ଜଳର ସୁବିଧା କରିବା ପାଇଁ ପୁନର୍ବାର ସାହାସପୁର ସରପଞ୍ଚ ପଦବୀରେ ନିର୍ବାଚନ ଲଢ଼ିବା ପାଇଁ ଓହ୍ଲାଇଛନ୍ତି । କିନ୍ତୁ ନିର୍ବାଚନର ଫଳାଫଳ ତାଙ୍କ ସପକ୍ଷରେ ଯିବ ନା ନାହିଁ ତାହା ଭୋଟର ଉପରେ ନିର୍ଭର କରେ । ଅନ୍ୟପଟେ ବିଜେପି ତାର ପତିଆରା ଜମାଇବା ଲକ୍ଷ୍ୟରେ ପ୍ରଭାବଶାଳୀ ନେତା ତଥା ପୂର୍ବତନ କୁଚିଣ୍ଡା ବିଧାୟକ ରବି ନାୟକଙ୍କୁ ରଣାଙ୍ଗନକୁ ପଠାଇଛି ।

Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.