ଭଞ୍ଜନଗର ବ୍ଲକରେ କେମିତି ଚାଲିଛି ମତଦାନ, ଦେଖନ୍ତୁ ଭିଡିଓ - ଭଞ୍ଜନଗର ବ୍ଲକରେ ସାବ୍ୟସ୍ତ କଲେ ଭୋଟର

🎬 Watch Now: Feature Video

thumbnail

By

Published : Feb 24, 2022, 3:22 PM IST

Updated : Feb 3, 2023, 8:17 PM IST

ଭଞ୍ଜନଗର: ଗଞ୍ଜାମ ଭଞ୍ଜନଗର ବ୍ଲକରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି l ବ୍ଲକର 22 ଗୋଟି ପଞ୍ଚାୟତରେ ଶାନ୍ତିପୂର୍ଣ୍ଣ ମତଦାନ ଦେଖିବାକୁ ମିଳିଥିବାବେଳେ କିଛି କିଛି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ଭଞ୍ଜନଗର ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.