thumbnail

Watch Video: ଶ୍ରୀଲଙ୍କା ବିକ୍ଷରେ ବିଜୟ ପରେ ନାଚିଲେ ବିରାଟ କୋହଲି ଓ ଈଶାନ କିସାନ, ଭିଡିଓ ଭାଇରାଲ

By

Published : Jan 13, 2023, 10:56 PM IST

Updated : Feb 3, 2023, 8:38 PM IST

କୋଲକାତା: ଶ୍ରୀଲଙ୍କା ବିପକ୍ଷରେ ଟି୨୦ ସିରିଜ ବିଜୟ ପରେ ଭାରତ ଦିନିକିଆ ସିରିଜକୁ ମଧ୍ୟ ୨-୦ରେ ହାତେଇ ନେଇଛି । ଗୁରୁବାର କୋଲକାତା ଇଡେନ ଗାର୍ଡନରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତ ୪ ୱିକେଟରେ ଶ୍ରୀଲଙ୍କାକୁ ହରାଇଛି । ତେବେ ମ୍ୟାଚ ପରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଯୁବ ତାରକା ଈଶାନ କିସାନ ନାଚ କରୁଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.