Lok Sabha: ଭାରତର ରେକର୍ଡ ରପ୍ତାନୀ, ପ୍ରଧାନମନ୍ତ୍ରୀଙ୍କୁ ପ୍ରଂଶସା କଲେ ଅପରାଜିତା - ଲୋକସଭା ଖବର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14814870-thumbnail-3x2-ft.jpg)
ନୂଆଦିଲ୍ଲୀ: ଲୋକସଭାରେ ଆଜି 2022-23 ଆର୍ଥିକ ବର୍ଷ ପାଇଁ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ଅଧୀନରେ ଥିବା ଅନୁଦାନ ଉପରେ ଆଲୋଚନା ଏବଂ ଭୋଟ ଗ୍ରହଣ ହୋଇଛି । ଏହି ବିତର୍କରେ ଭାଗ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଧାନମନ୍ତ୍ରୀ ମୋଦି ଓ ଶିଳ୍ପମନ୍ତ୍ରୀଙ୍କୁ ଜୋରଦାର ପ୍ରଶଂସା କରିବା ସହ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ଦେଖନ୍ତୁ କଣ କହିଛନ୍ତି ସାଂସଦ ଅପରାଜିତା ।
Last Updated : Feb 3, 2023, 8:20 PM IST