thumbnail

By

Published : Mar 20, 2022, 8:42 PM IST

Updated : Feb 3, 2023, 8:20 PM IST

ETV Bharat / Videos

ପୌର ଫାଇଟ: ବିଜେଡି ଦ୍ବାରା ବିକାଶ ସମ୍ଭବ ବୋଲି କହିଲେ ପାରାଦ୍ବୀପ ପୌରାଧ୍ୟକ୍ଷ ପ୍ରାର୍ଥୀ

ପାରାଦ୍ୱୀପ: ପାରାଦ୍ୱୀପ ପୌରାଞ୍ଚଳରେ ପୌର ନିର୍ବାଚନ ନେଇ ପ୍ରଚାର ଜୋରଦାର ହୋଇଛି । ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀମାନେ ଡୋର୍‌ ଟୁ ଡୋର୍‌ ବୁଲି ଭୋଟଭିକ୍ଷା କରିଛନ୍ତି । ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଏଥିରେ ପଛରେ ପଡ଼ି ନାହାନ୍ତି । ପ୍ରାର୍ଥୀମାନେ ଭୋଟରଙ୍କୁ ବିକାଶର ସ୍ୱପ୍ନ ଦେଖାଇ ନିଜ ସପକ୍ଷକୁ ଆଣିବାକୁ ଜୋରଦାର ପ୍ରୟାସ ଜାରି ରହିଛି । ରବିବାର ପାରାଦ୍ବୀପ 11 ନମ୍ବର ୱାର୍ଡରେ ବିଜେଡିର ପୌରାଧ୍ୟକ୍ଷ ପ୍ରାର୍ଥୀ ବସନ୍ତ ବିଶ୍ୱାଳ ପ୍ରଚାର କରିବା ସହ ପାରାଦ୍ୱୀପରେ ବିକାଶ କେବଳ ବିଜେଡି ଦ୍ୱାରା ସମ୍ଭବ ବୋଲି କହିଥିଲେ । ଏ ସମ୍ପର୍କରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଜଗତସିଂହପୁର ପ୍ରତିନିଧି ସୁଶାନ୍ତ କୁମାର ପାତ୍ର
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.