ଘର ପାଇବାରେ ବିଳମ୍ବ, ହାଉସିଂ ବୋର୍ଡ ଘେରାଉ କଲେ ହିତାଧିକାରୀ - ହାଉସିଂ ବୋର୍ଡ ହିତାଧିକାରୀଙ୍କ ଆନ୍ଦୋଳନ
🎬 Watch Now: Feature Video
ଭୁବନେଶ୍ବର: ଡୁମଡୁମା ଫେଜ ୭ର ହାଉସିଂ ବୋର୍ଡ ହିତାଧିକାରୀଙ୍କ ଅଫିସ ଘେରାଉ । ଘର ପାଇବାରେ ବାରମ୍ବାର ବିଳମ୍ବ ଯୋଗୁଁ ନିରାଶ ହୋଇ କାର୍ଯ୍ୟାଳୟ ଘେରାଉ କଲେ ହିତାଧିକାରୀ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST