thumbnail

By

Published : Mar 22, 2022, 7:51 PM IST

Updated : Feb 3, 2023, 8:20 PM IST

ETV Bharat / Videos

Municipal Election: କମ୍ୟୁନିଷ୍ଟ ପାର୍ଟି ମେୟର ପ୍ରାର୍ଥିନୀଙ୍କ ପ୍ରତିକ୍ରିୟା

ବ୍ରହ୍ମପୁର: ପାଖେଇ ଆସୁଛି ପୌର ନିର୍ବାଚନ । ଆଉ ମାତ୍ର ଦୁଇ ଦିନ ପେର ହେବା ପୌର ନିର୍ବାଚନ ପାଇଁ ମତଦାନ । ତେବେ ବିଜୟ ପାଇଁ ପ୍ରାର୍ଥୀ କରୁଛନ୍ତି ସ୍ବତନ୍ତ୍ର ରଣନୀତି । ସେହିପରି ବ୍ରହ୍ମପୁର ସହରରେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋରସୋର ଚାଲିଛି । ତେବେ ବିଜୟୀ ହେଲେ ବ୍ରହ୍ମପୁର ସହରର ସମସ୍ତ ସମସ୍ୟାକୁ ଗୁରୁତ୍ବ ଦେବି ବୋଲି କମ୍ୟୁନିଷ୍ଟ ପାର୍ଟିରୁ ବ୍ରହ୍ମପୁର ମହାନଗର ନିଗମ ପାଇଁ ଲଢୁଥିବା ମେୟର ପ୍ରାର୍ଥୀନୀ ସୁନିତା ପାଣିଗ୍ରାହୀ କହିଛନ୍ତି । ଚଳିତ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ସୁନିତା ପାଣିଗ୍ରାହୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.