କୋରୋନା ଲକ୍ଷଣ ଓ ପ୍ରତିଷେଧକ ନେଇ କଣ କହୁଛନ୍ତି ନ୍ୟୁରୋ ବାୟୋଲୋଜିଷ୍ଟ ପବିତ୍ର କୁମାର ସାହୁ... - neuro-biologist Pabitra Kumar Sahu
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7061294-thumbnail-3x2-america.jpg)
ଭୁବନେଶ୍ବର: ବର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କ ମୁହଁରେ ଗୋଟିଏ ଶବ୍ଦ, କୋରୋନା ବା କୋଭିଡ୍-19 । ତେବେ ଏହା କଣ ? ଏହାର ଲକ୍ଷଣ କଣ ? ଏହା ନହେବା ପାଇଁ କଣ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ? ରୋଗଟି ଏତେ ଶୀଘ୍ର ବିଶ୍ବରେ ବ୍ୟାପୀବାର କାରଣ କଣ ? ରୋଗୀ ଭଲ ହେବା ପରେ ଏହା ପୁଣି ଫେରିବ କି ? ଏହାର ପ୍ରତିଷେଧକ କେବେ ସୁଦ୍ଧା ଉପଲବ୍ଧ ହେବ ? କ୍ବାରେଣ୍ଟାଇନ, ଏହି ରୋଗକୁ ରୋକି ପାରିବ କି ? ଏ ତମାମ ପ୍ରଶ୍ନର ଉତ୍ତର ସୂଦୁର ଆମେରିକାରୁ ଦେଇଛନ୍ତି ନ୍ୟୁରୋ ବାୟୋଲୋଜିଷ୍ଟ ପବିତ୍ର କୁମାର ସାହୁ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ