ରାୟଗଡାର 400 ଗାଁରେ ନାହିଁ ନେଟୱାର୍କ, ସରକାର ଦୃଷ୍ଟି ଦେବାକୁ ଦାବି

🎬 Watch Now: Feature Video

thumbnail
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ କଥା କହୁଥିବାବେଳେ ରାୟଗଡାର 11ଟି ବ୍ଲକର 69 ପଞ୍ଚାୟତର 400 ଗାଁରେ ନାହିଁ ନେଟୱାର୍କ ସୁବିଧା । ଏଥିପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦେବାକୁ ରାଜ୍ୟସଭାରେ ଦାବି ରଖିଲେ ବିଜେଡି ସାଂସଦ ଏନ ଭାସ୍କର ରାଓ । ଏହା ସହ ଓଡିଶାର ଅନେକ ଅଞ୍ଚଳରେ ନେଟୱାର୍କ ସୁବିଧା ନଥିବାରୁ ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ କଲେ ଦାବି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.